ବାରାଣସୀର ଜ୍ଞାନବ୍ୟାପି ମସଜିଦ ଘଟଣା : ଗିରଫ ହୋଇଥିବା ହିନ୍ଦୁ କଲେଜ ପ୍ରଫେସରଙ୍କୁ ମିଳିଲା ଜାମିନ

ବାରାଣସୀ: ବାରାଣସୀର ଜ୍ଞାନବାପି ମସ୍‌ଜିଦ୍‌ ପରିସରରୁ ମିଳିଥିବା ‘ଶିବଲିଙ୍ଗ’ ସଂକ୍ରାନ୍ତରେ ସାମାଜିକ ଗଣମାଧ୍ୟମରେ କରିଥିବା ପୋଷ୍ଟ୍‌ କାରଣରୁ ଗତରାତିରେ ଦିଲ୍ଲୀ ବିଶ୍ବବିଦ୍ୟାଳୟର ଜଣେ ସହକାରୀ ପ୍ରଫେସର୍‌ଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ଶନିବାର ଦିନ ଦିଲ୍ଲୀ ପୁଲିସ ତାଙ୍କୁ ତିସ ହଜାରୀ କୋର୍ଟରେ ହାଜର କରିଥିଲା। ହାଜର କରାଯିବା ପରେ ମାମଲାର ଶୁଣାଣି କରି କୋର୍ଟ ତାଙ୍କୁ ଜାମିନ ଦେଇଥିବା ଜଣାପଡ଼ିଛି।ଉଲ୍ଲେଖଯୋଗ୍ୟ, ଦିଲ୍ଲୀର ଜଣେ ଓକିଲଙ୍କ ଅଭିଯୋଗକୁ ଆଧାର କରି … Continue reading ବାରାଣସୀର ଜ୍ଞାନବ୍ୟାପି ମସଜିଦ ଘଟଣା : ଗିରଫ ହୋଇଥିବା ହିନ୍ଦୁ କଲେଜ ପ୍ରଫେସରଙ୍କୁ ମିଳିଲା ଜାମିନ